•ସମ୍ବଲପୁର: ବେଆଇନ ଗ୍ୟାସ କାରାବାର ବେଳେ ପୋଲିସର ଚଢାଉ
•ବୁର୍ଲାରେ ଚଢାଉ କରି ୧୬୧ଟି ସିଲିଣ୍ତର ଜବତ ସହ ଜଣଙ୍କୁ ଗିରଫ
•ଅଟାଚକିପଡା ସ୍ଥିତ ଗୋଦାମ ଘରେ ଗଚ୍ଛିତ ରହିଥିଲା ବେଆଇନ ସିଲିଣ୍ତର
•ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବୁର୍ଲାର ମର୍ଥନ ପ୍ରସାଦ ମହଥା
ସମ୍ବଲପୁର: ବେଆଇନ ଗ୍ୟାସ କାରାବାର ବେଳେ ପୋଲିସର ଚଢାଉ।
